-
?????
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ଲୋକସେବା ଘେରାଉ ପାଇଁ ଚେତାବନୀ
ଭୁବନେଶ୍ୱର: ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି। ନଚେତ ଆଗାମୀ ଦିନରେ ଲୋକସେବା ଭବନ କରିବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶାର ସଂଘ। କେନ୍ଦ୍ରୀୟ କମିଟି…
Read More » -
?????
କେନ୍ଦ୍ର୍ରର ନିଷ୍ପତ୍ତି: ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି…
Read More » -
?????
ତିନି ଦିନରେ କାମ ସାରି ଦିଅନ୍ତୁ, ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ
ଜେଏସଜି ବ୍ୟୁରୋ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସଂପୂର୍ଣ୍ଣ କରିବାକୁ ଚିନ୍ତା କରୁଛନ୍ତି,…
Read More » -
?????
HSRPନେଇ ଆସିଲା ବଡ଼ ଖବର, ସ୍ଲଟ୍ ବୁକିଂ କରିଥିଲେ ଆଦାୟ ହେବ ନାହିଁ ଜରିମାନା
ଭୁବନେଶ୍ୱର: ସୋମବାର ଓଡିଶା ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ (STA) ପରିବହନ…
Read More » -
?????
ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ
ଭୁବନେଶ୍ୱର: ଏଣିକି ହାଇସ୍କୁଲରେ ଯୋଡ଼ି ହେବ ଯୁକ୍ତ ଦୁଇ। ଅର୍ଥାତ ଗୋଟିଏ ସ୍କୁଲରେ ଦଶମ ବା ମାଟ୍ରିକ ଶ୍ରେଣୀ ପାସ୍ କରିବା ପରେ ଯୁକ୍ତ ଦୁଇ ପାଠ…
Read More » -
?????
ବର୍ଷାରେ ଭିଜିବ ଦଶହରା
ଭୁବନେଶ୍ୱର: ଅକ୍ଚୋବର ଦୁଇ ମହାଷ୍ଟମୀ। ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ଦୁର୍ଗାପୂଜା ପାଳନ ହେବାକୁ ଯାଉଛି। ସାରା ରାଜ୍ୟରେ ବଡ ବଡ ମେଢ ସାଙ୍ଗକୁ…
Read More » -
?????
ଓଡ଼ିଆରେ ହେବ ଓଏଏସ ପରୀକ୍ଷା
ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ…
Read More » -
?????
ଦୃତ ଗତିରେ ଯାଉଥିଲେ ଟ୍ରାକ କରିହେବ, ବିପଦରେ ଥିଲେ ସୂଚନା ଦେଇପାରିବେ: ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ ନିୟମ
ଭୁବନେଶ୍ୱର: ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବାକୁ ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ…
Read More » -
?????
ବାଇପାସ ରାସ୍ତା ନିର୍ମାଣ କାମରେ ସ୍ବାସ୍ଥ୍ୟମନ୍ତ୍ରୀ ମିଛ ବାହା ବାହା ନେଉଛନ୍ତି: ଟଙ୍କଧର
ଝାରସୁଗୁଡା: ଜିଲ୍ଲାରେ ତିଆରି ହେବାକୁ ଥିବା ବାଇପାସ ରାସ୍ତା ନିର୍ମାଣରେ ସ୍ଥାନୀୟ ବିଧାୟକ ମିଛଟାରେ ବାହା ବାହା ନେଉଛନ୍ତି। ଏହା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ…
Read More » -
?????
ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ଆଇଟିଡିଏସ ବ୍ଲକ ଘୋଷଣା ଦାବି
ଝାରସୁଗୁଡା: ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ଆଇଟିଡିଏସ ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ପକ୍ଷରୁ ଅନେକଥର ଦାବି କରୁଥିଲେ ମଧ୍ୟ ସରକାର କୌଣସି…
Read More »