?????
ନବୀନତ କୌର ଏନଏସୟୁଆଇର ଜିଲ୍ଲା ସଭାପତି ନିଯୁକ୍ତ

ଝାରସୁଗୁଡା: ନବନୀତ କୌର ଝାରସୁଗୁଡା ଏନଏସୟୁଆଇ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ୟାସିର ନଓ୍ୱାଜ ନିଯୁକ୍ତି ଏହି ନିଯୁକ୍ତି ଦେଇଛନ୍ତି।
ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ନବନୀତ ଝାରସୁଗୁଡା ପାଇଁ ଜିଲ୍ଲା ସଭାପତି ଭାବରେ ନିଯୁକ୍ତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ପାଇଁ ବିକ୍ରମ ପ୍ରଧାନ, କନ୍ଧମାଳ ପାଇଁ ଅନୁପମ କହଁର, ମୟୂରଭଞ୍ଜ ପାଇଁ ମୋତି ପ୍ରକାଶ ଦାସ, ମାଲକାନଗିରି ପାଇଁ ମୟକ ମାଢ଼ି, ନବରଙ୍ଗପୁର ପାଇଁ ପ୍ରଫୁଲ ପଣ୍ଡା ନିଯୁକ୍ତ ହୋଇଛନ୍ତି।




