?????

ଜାଲ୍ ଜିଏସଟି ଠକେଇ ଅଭିଯୋଗରେ ଦୁଇ ଗିରଫ୍

ଝାରସୁଗୁଡ଼ା: ଜାଲ୍ ଜିଏସଟି ବିଲ୍ ତିଆରି କରି ଠକେଇ କରିବା ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି ବିଭାଗ। ଗିରଫ ଅଭିଯୁକ୍ତ ହେଲେ ଝାରସୁଗୁଡ଼ାର ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ କହ୍ନେୟାଲାଲ ଏବଂ ଭୁବନେଶ୍ୱରର ସତିନ୍ଦ୍ର କୁମାର ଯାଦବ।

ଏମାନେ 13ଟି ନକଲି କମ୍ପାନୀ ତିଆରି କରି ବିଲ୍ ତିଆରି କରି 1819 କୋଟି ଟଙ୍କାର ବିଲ୍ ତିଆରି କରିଥିଲେ। ଯେଉଁଥିରେ 323 କୋଟିର ବିଲ୍ ଜାଲ୍ ଥିଲା ବୋଲି ଜଣାପଡ଼ିଛି। ଖାଲି ପଡ଼ିଆକୁ ଫାର୍ମ ବୋଲି ଦର୍ଶାଇ ଏମାନେ ଠକେଇ କରିଥିଲେ। ଏହି ମାମଲାରେ 23 ଜଣ ଗିରଫ ହୋଇସାରିଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!