ବଲଭିନ୍ଦର ସିଂହଙ୍କୁ ମିଳିଲା ରାଜ୍ୟ ବିଜେପିର ନୂଆ ଦାୟିତ୍ୱ

0
76

ଝାରସୁଗୁଡ଼ା: ରାଜ୍ୟ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି ବଲଭିନ୍ଦର ସିଂହ। ନୂଆ ନିଯୁକ୍ତି ପାଇବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ଅଳ୍ପ ସଂଖ୍ୟକ ମୋର୍ଚ୍ଚାର ସଭାପତି ସିକନ୍ଦର ଅଲ୍ଲୀଙ୍କୁ ଧନ୍ୟବାଦ ଦେଇଛନ୍ତି।